ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦେଶର ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଲାଗି ରହିଥିବା ବିଭାଗ
ଉଦାହରଣ : ଏହି କ୍ଷେତ୍ର ପ୍ରତିରକ୍ଷା ବିଭାଗର କର୍ମଚାରୀମାନଙ୍କ ନିମନ୍ତେ ସୁରକ୍ଷିତ ରହିଛି
ସମକକ୍ଷ : ଡିଫେନ୍ସ ବିଭାଗ, ରକ୍ଷା ବିଭାଗ, ସୁରକ୍ଷା ବିଭାଗ
वह विभाग जो देश की सुरक्षा संबंधी कार्यों में लगा रहता है।
An administrative unit in government or business.
ସଂସ୍ଥାପନ କରନ୍ତୁ