ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଫଳିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଫଳିତ କରିବା   କ୍ରିୟାପଦ

ଅର୍ଥ : ପ୍ରତିବିମ୍ବିତ କରିବା

ଉଦାହରଣ : ଚାନ୍ଦିନୀ ରାତିରେ ପୁଷ୍କରିଣୀ ଚନ୍ଦ୍ରମାକୁ ପ୍ରତିବିମ୍ବିତ କରୁଥିଲା ଏହି ଉପନ୍ୟାସ ଆଧୁନିକ ସମାଜକୁ ପ୍ରତିବିମ୍ବିତ କରେ

ସମକକ୍ଷ : ପ୍ରତିବିମ୍ବିତ କରିବା

* किसी वस्तु को प्रतिबिम्बित करना या उसका प्रतिबिंब बनाना।

चाँदनी रात में तालाब चाँद को प्रतिबिम्बित कर रहा था।
यह उपन्यास आधुनिक समाज को प्रतिबिम्बित करता है।
प्रतिबिंबित करना, प्रतिबिम्बित करना

Reflect as if in a mirror.

The smallest pond at night mirrors the firmament above.
mirror