ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଚ୍ଛନ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଚ୍ଛନ୍ନ   ବିଶେଷଣ

ଅର୍ଥ : ଲୁକ୍କାୟିତରେ ଥିବା

ଉଦାହରଣ : ପ୍ରଚ୍ଛନ୍ନ ସୂର୍ଯ୍ୟଙ୍କ କିରଣ ଅବିସ୍ମରଣୀୟ

ସମକକ୍ଷ : ଲୁକ୍କାୟିତ

छिपता हुआ।

अपह्नुवान सूर्य की आभा अविस्मरणीय है।
अपह्नुवान

Not accessible to view.

Concealed (or hidden) damage.
In stormy weather the stars are out of sight.
concealed, hidden, out of sight

ଅର୍ଥ : ଲୁଚାଯାଇଥିବା ବା ଢଙ୍କାଯାଇଥିବା

ଉଦାହରଣ : ପ୍ରଚ୍ଛନ୍ନ ନିର୍ଦ୍ଧନତା ଘରର ପ୍ରତି କୋଣରୁ ଉଙ୍କି ମାରୁଥିଲା

ସମକକ୍ଷ : ଲୁକ୍କାୟିତ

छिपाया हुआ या ढका हुआ।

अपवारित निर्धनता घर के हर कोने से झांक रही थी।
अपवारित

Having or as if having a veil or concealing cover.

A veiled dancer.
A veiled hat.
Veiled threats.
Veiled insults.
veiled