ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକ୍ଷିପ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକ୍ଷିପ୍ତ   ବିଶେଷଣ

ଅର୍ଥ : ଉପରେ ବା ପରେ ମିଶାହୋଇଥିବା (ଗ୍ରନ୍ଥ)

ଉଦାହରଣ : ଗ୍ରନ୍ଥମାନଙ୍କର ପ୍ରକ୍ଷିପ୍ତ ଭାଗଗୁଡ଼ିକସମ୍ପର୍କରେ ଏଠାରେ କାହାର ଜ୍ଞାନ ନାହିଁ

ऊपर से या बाद में मिलाया हुआ (ग्रंथ)।

ग्रंथों के क्षेपक भागों की जानकारी यहाँ किसी को नहीं है।
क्षेपक

ଅର୍ଥ : ଯାହାର ପ୍ରକ୍ଷେପଣ ହୋଇଛି

ଉଦାହରଣ : ପ୍ରକ୍ଷେପିତ ଉପଗ୍ରହରୁ ଏବେ ସଙ୍କେତ ମିଳିପାରୁଛି

ସମକକ୍ଷ : ପ୍ରକ୍ଷେପିତ

जिसका प्रक्षेपण हुआ हो।

प्रक्षेपित उपग्रह से अब संकेत मिलने लगे हैं।
प्रक्षिप्त, प्रक्षेपित

ଅର୍ଥ : ମାତା-ପିତାଦ୍ୱାରା ତ୍ୟାଗ କରାଯାଇଥିବା ବାଳକ ଯେ ଅନ୍ୟଦ୍ୱାରା ପୁତ୍ର ଭଳି ପାଳିତ ହୁଏ

ଉଦାହରଣ : ସେ ନିଜର ପ୍ରକ୍ଷିପ୍ତ ଜୀବନକୁ ସାର୍ଥକ କରିବାକୁ ଚାହୁଁଛି

ସମକକ୍ଷ : ଅପବିଦ୍ଧ, ପରିତ୍ୟକ୍ତ

माता-पिता द्वारा त्यागे हुए बालक का जो अन्य द्वारा पुत्रवत् पाला जाय।

वह अपने अपविद्ध जीवन को सार्थक बनाना चाहता है।
अपविद्ध