ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଷକତତ୍ତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଷକତତ୍ତ୍ୱ   ବିଶେଷ୍ୟ

ଅର୍ଥ : ପୋଷଣପାଇଁ ଆବଶ୍ୟକ ତତ୍ତ୍ୱ

ଉଦାହରଣ : ପୋଷକତତ୍ତ୍ୱ ଅଭାବରୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ, ଯେପରି ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ

ସମକକ୍ଷ : ପୋଷକ ଦ୍ରବ୍ୟ, ଭିଟାମିନ୍‌

पोषण के लिए आवश्यक तत्व।

पोषक तत्वों की कमी से कई तरह के रोग होते हैं, जैसे आयोडिन की कमी से घेंघा रोग।
पोषक तत्त्व, पोषक तत्व, पोषक द्रव्य, पोषक-तत्त्व, पोषक-तत्व, पोषक-द्रव्य, पोषकत्व, पोषव्य