ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଛିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଛିବା   କ୍ରିୟାପଦ

ଅର୍ଥ : ଅଙ୍ଗୁଳି ଆଦିଦ୍ୱାରା ତରଳ ପଦାର୍ଥକୁ ଧାରଆଡ଼କୁ ଟାଣିକରି ଉଠାଇବା

ଉଦାହରଣ : ସେ ଚଟାଣ ଉପରେ ପଡ଼ିଥିବା ଦୁଧକୁ ପୋଛୁଛି

उँगली आदि से तरल पदार्थ किनारे की ओर खींचकर उठाना।

वह फर्श पर गिरे दूध को काछ रही है।
काछना

ଅର୍ଥ : ରଗଡ଼ି କରି ଧୂଳି ବା ମଇଳା ଆଦି ସଫା କରିବା

ଉଦାହରଣ : ସେ ନୂଆ କନାରେ ଗାଡ଼ି ପୋଛୁଛି

रगड़कर धूल या मैल आदि साफ़ करना।

वह नये कपड़े से गाड़ी पोछ रहा है।
पोंछना, पोछना

Rub with a circular motion.

Wipe the blackboard.
He passed his hands over the soft cloth.
pass over, wipe