ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଟ୍ରୋଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଟ୍ରୋଲ   ବିଶେଷ୍ୟ

ଅର୍ଥ : ଖଣିଜ ତୈଳକୁ ପରିଶୋଧନ କରିବାପରେ ମିଳୁଥିବା ଯେଉଁ ତୈଳକୁ ଗାଡ଼ି ଆଦିରେ ଇନ୍ଧନ ରୂପେ ବ୍ୟବହାର କରାଯାଏ

ଉଦାହରଣ : ଖଣିଜ ତୈଳକୁ ପରିଶୋଧନ କରିବାପରେ ପ୍ରଥମେ ଡିଜେଲ ଓ ପରେ ପେଟ୍ରୋଲ ମିଳେ

ସମକକ୍ଷ : ଗ୍ୟାସୋଲିନ

खनिज तेल को परिशोधित करके बनाया गया एक तेल जो गाड़ियों आदि में ईंधन के रूप में प्रयुक्त होता है।

खनिज तेल को परिशोधित करने पर पहले डीजल मिलता है फिर पेट्रोल।
गैसोलीन, पेट्रोल, पेट्रौल

A volatile flammable mixture of hydrocarbons (hexane and heptane and octane etc.) derived from petroleum. Used mainly as a fuel in internal-combustion engines.

gas, gasolene, gasoline, petrol