ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଟେଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଟେଣ୍ଟ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଆବିଷ୍କାରକଙ୍କୁ ସେହି ବସ୍ତୁ ଉପରେ ସଂପୂର୍ଣ୍ଣ ଅଧିକାର ଦେଉଥିବା ଦସ୍ତାବିଜ

ଉଦାହରଣ : ଆମେରିକା ହଳଦୀ, ବାସୁମତୀ ଚାଉଳ, ନିମ ଭଳି ଭାରତୀୟ ବସ୍ତୁଗୁଡ଼ିକଉପରେ ପେଟେଣ୍ଟ ପାଇବାପାଇଁ ଚେଷ୍ଟା କଲା

ସମକକ୍ଷ : ଏକସ୍ୱ

किसी वस्तु के आविष्कारक को उस वस्तु पर पूर्ण अधिकार देने वाला दस्तावेज़।

अमेरिका ने हल्दी,बासमती चावल,नीम जैसी भारतीय वस्तुओं पर पेटंट प्राप्त करने की कोशिश की।
एकस्व, एकस्वकृत, पेटंट

An official document granting a right or privilege.

letters patent, patent

ଅର୍ଥ : କୌଣସି ଆବିଷ୍କାର, ନିର୍ମାଣ ଆଦିରେ ପୂର୍ଣ୍ଣଅଧିକାର ପ୍ରାପ୍ତ ସେହି ଅଧିକାରୀ ବ୍ୟକ୍ତି, କମ୍ପାନୀ ଆଦି ସେହି ବସ୍ତୁକୁ ପ୍ରସ୍ତୁତ କରି ବିକ୍ରି କରିପାରିବେ

ଉଦାହରଣ : ସେ ଗୋଟିଏ ଆୟୁର୍ବେଦିକ ଔଷଧର ପେଟେଣ୍ଟ କରିବାକୁ ଚାହୁଁଛି

ସମକକ୍ଷ : ଏକସ୍ବ ଅଧିକାର

किसी आविष्कार, निर्माण आदि पर पूर्ण अधिकार जिसके द्वारा वही अधिकारी व्यक्ति, कंपनी आदि उस वस्तु को बना, बेंच आदि सकता है।

वह एक आयुर्वेदिक दवा का पेटेंट कराना चाहता है।
एकस्व अधिकार, पेटेंट, पेटेन्ट

The right granted by a patent. Especially the exclusive right to an invention.

patent right

ଅର୍ଥ : ଅମୁକ ବସ୍ତୁର ପେଟେଣ୍ଟ ଅମୁକ ବ୍ୟକ୍ତିକୁ, କମ୍ପାନୀକୁ ଦିଆଯାଉବୋଲି ଲେଖାଯାଇଥିବା ଅଧିକାରୀଙ୍କ ପତ୍ର

ଉଦାହରଣ : ଯେତେବେଳ ପର୍ଯ୍ୟନ୍ତ ପେଟେଣ୍ଟ ହାତରେ ନପହଞ୍ଚିଛି ସେତେବେଳ ପର୍ଯ୍ୟନ୍ତ କିଛି କରିହେବ ନାହିଁ

ସମକକ୍ଷ : ଏକତ୍ବ ଅଧିକାରପତ୍ର, ଏକସ୍ବ ଅଧିକାରପତ୍ର, ପେଟେଂଟ

वह अधिकारिक पत्र जिस पर यह लिखा को कि अमुक वस्तु का पेटेंट अमुक आदमी, कंपनी आदि को दिया जाता है।

जब तक पेटेंट हाथ में नहीं आ जाता तब तक कुछ नहीं किया जा सकता।
एकस्व अधिकार-पत्र, एकस्व अधिकारपत्र, पेटेंट, पेटेन्ट

A document granting an inventor sole rights to an invention.

patent, patent of invention