ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି କେବଳ ତା ନିଜ ପେଟ ପାଳନ କରେ
ଉଦାହରଣ : ଆତ୍ମପେଟୁର ପରିବାରଙ୍କୁ ଭୋକରେ ଶୋଇବାକୁ ପଡେ
ସମକକ୍ଷ : ଆତ୍ମପେଟୁ
वह व्यक्ति जो केवल अपना पेट पालन करता है।
ଅର୍ଥ : ବହୁତ ଖାଉଥିବା ବ୍ୟକ୍ତି
ଉଦାହରଣ : ରାମାନନ୍ଦ ବହୁତ ବଡ଼ ପେଟୁ, ସିଏ ଥରକେ ଖୁବ ବେଶି ଖାଏ
बहुत खाने वाला व्यक्ति।
A person who is devoted to eating and drinking to excess.
ଅର୍ଥ : ଅତ୍ୟଧିକ ଖାଇବାବାଲା
ଉଦାହରଣ : ପେଟୁ ରମେଶ, ଥରକରେ କିଲେ ଚାଉଳର ଭାତ ଖାଏ
ସମକକ୍ଷ : ଢୋଲା, ବଡ଼ଖିଆ
अत्यधिक खाने वाला।
Devouring or craving food in great quantities.
ଅର୍ଥ : ଯାହାକୁ ସଦାବେଳେ ଭୋକ ଲାଗୁଥାଏ
ଉଦାହରଣ : ପେଟୁ ବ୍ୟକ୍ତି ସବୁବେଳେ କିଛି ନା କିଛି ଖାଇବାକୁ ହାଁ ହାଁ ହୁଏ
ସମକକ୍ଷ : ଗିଳା
जिसे सदा भूख लगी रहती हो।
Extremely hungry.
ଅର୍ଥ : ବଡ଼ ପେଟବାଲା
ଉଦାହରଣ : ବଡ଼ପେଟା ଲୋକେ ନିୟମିତ ବ୍ୟାୟାମ କରିବା ଆବଶ୍ୟକ
ସମକକ୍ଷ : ବଡ଼ପେଟା
बड़े पेटवाला या जिसे तोंद हो या जिसका पेट आगे को निकला हो।
Having a prominent belly.
ସଂସ୍ଥାପନ କରନ୍ତୁ