ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବାହ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବାହ୍ନ   ବିଶେଷ୍ୟ

ଅର୍ଥ : ସକାଳ ଠାରୁ ଦିପହର ପର୍ଯ୍ୟନ୍ତ ସମୟ ବା ଦିନର ପ୍ରଥମ ଅଧା ଭାଗ

ଉଦାହରଣ : ବାଳବାଡ଼ି ବିଦ୍ୟାଳୟରେ ପଢ଼ା କାମ ପୂର୍ବାହ୍ନରେ ହିଁ ଶେଷ ହୋଇଯାଏ

सबेरे से दोपहर तक का समय या दिन का पहला आधा भाग।

बालवाड़ी विद्यालय में अध्यापन कार्य पूर्वाह्न में ही सम्पन्न हो जाता है।
पूर्वाह्न

The time period between dawn and noon.

I spent the morning running errands.
forenoon, morn, morning, morning time