ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବାଗ୍ରହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବାଗ୍ରହ   ବିଶେଷ୍ୟ

ଅର୍ଥ : କାହା ମନରେ ପୂର୍ବରୁ ଥିବା ପକ୍ଷପାତ ଧାରଣା ବା ଯେଉଁ ଧାରଣା ଉତ୍ତମ ବୋଲି ବିଚାର କରାଯାଏନାହିଁ

ଉଦାହରଣ : କୌଣସି ବସ୍ତୁର ପ୍ରକୃତ ମୂଲ୍ୟାଙ୍କନ ପୂର୍ବାଗ୍ରହକୁ ଆଧାର କରି ହୋଇପାରେ ନାହିଁ

किसी के मन में पहले से ही बनी हुई पक्षपात धारणा या ऐसी धारणा जो अच्छी न मानी जाए।

किसी वस्तु का सही मूल्यांकन पूर्वाग्रह के आधार पर नहीं हो सकता।
पूर्वाग्रह

A partiality that prevents objective consideration of an issue or situation.

bias, preconception, prejudice