ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଷ୍ଟ   ବିଶେଷଣ

ଅର୍ଥ : ପାଳନ ପୋଷଣ ବା ଲାଳିତ ପାଳିତ ହୋଇଥିବା

ଉଦାହରଣ : ମୋ ବୁଢ଼ାବାପାଙ୍କଦ୍ୱାରା ଲାଳିତପାଳିତ ଏହି ଆମ୍ବ ଗଛ ଏବେ ଫଳିଲାଣି

ସମକକ୍ଷ : ପାଳିତପୋଷିତ, ଲାଳିତପାଳିତ, ସଂବର୍ଦ୍ଧିତ

पाला पोसा या देखभाल किया हुआ।

मेरे दादाजी द्वारा पोषित यह आम का वृक्ष अब फलने लगा है।
पाला-पोसा, पालित, पुष्ट, पोषित, संवर्द्धित, संवर्धित