ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଷ୍ଟିକାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଷ୍ଟିକାରକ   ବିଶେଷ୍ୟ

ଅର୍ଥ : ବଳ, ବୀର୍ଯ୍ୟ ବର୍ଦ୍ଧନ କରୁଥିବା ଔଷଧ

ଉଦାହରଣ : ଡାକ୍ତର ରୋଗୀକୁ ଛଅ ମାସ ପର୍ଯ୍ୟନ୍ତ ପୁଷ୍ଟିକାରକ ଖାଇବାପାଇଁ କହିଲେ

बल, वीर्य वर्धन करने वाली औषध।

डॉक्टर ने रोगी को छह महीने तक पुष्टई लेने के लिए कहा है।
आस्थापन, टानिक, टॉनिक, पुष्टई, पौष्टिक औषधि

A medicine that strengthens and invigorates.

restorative, tonic

ପୁଷ୍ଟିକାରକ   ବିଶେଷଣ

ଅର୍ଥ : ପୁଷ୍ଟ କରିବାବାଲା

ଉଦାହରଣ : ଶ୍ରମିକମାନଙ୍କୁ ପୌଷ୍ଟିକ ଆହାର ମିଳିବା କଷ୍ଟ

ସମକକ୍ଷ : ପୁଷ୍ଟିକର, ପୁଷ୍ଟିପ୍ରଦ, ପୌଷ୍ଟିକ

पुष्ट करने वाला।

मजदूरों को पौष्टिक आहार मिलना मुश्किल होता है।
परिपोषक, पुष्टई, पुष्टिकर, पुष्टिकारक, पुष्टिद, पुष्टिप्रद, पौष्टिक

Of or providing nourishment.

Good nourishing stew.
alimental, alimentary, nourishing, nutrient, nutritious, nutritive