ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁନରାବୃତ୍ତି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି କରାଯାଇଥିବା କାମକୁ ପରୀକ୍ଷାନିରୀକ୍ଷା ପାଇଁ ଆଉଥରେ ଭଲଭାବରେ ଦେଖିବା

ଉଦାହରଣ : ପ୍ରଶ୍ନ ସମାଧାନ କରିସାରିଲା ପରେ ପରୀକ୍ଷାର୍ଥୀ ଉତ୍ତରପୁସ୍ତିକାକୁ ଆଉଥରେ ଦେଖୁଥିଲେ

ସମକକ୍ଷ : ଆଉଥରେ ଦେଖିବା, ଦୋହରାଇବା, ପୁଣି ଦେଖିବା

किसी किए हुए काम को जाँचने के लिए फिर से अच्छी तरह देखना।

प्रश्न हल करने के बाद परीक्षार्थी उत्तरपुस्तिका को दुहरा रहे हैं।
दुसराना, दुहराना, दोहराना, पुनः जाँचना

Revise or reorganize, especially for the purpose of updating and improving.

We must retool the town's economy.
retool, revise