ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଞ୍ଜି ନିବେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଞ୍ଜି ନିବେଶ   ବିଶେଷ୍ୟ

ଅର୍ଥ : ବ୍ୟବସାୟ, ଆୟଆଦି ଉଦ୍ଦେଶ୍ୟରେ ପୁଞ୍ଜି ଲଗେଇବା କାର୍ଯ୍ୟ

ଉଦାହରଣ : ଲକ୍ଷେ ଟଙ୍କା ପୁଞ୍ଜି ନିବେଶ ପରେ ମଧ୍ୟ ସେଇ ବେପାରରୁ କିଛି ଲାଭ ହେଲାନାହିଁ

ସମକକ୍ଷ : ପୁଞ୍ଜି ବିନିଯୋଗ

व्यापार, आय आदि के उद्देश्य से पूँजी लगाने का कार्य।

लाखों रुपये पूँजी निवेश के बाद भी इस व्यवसाय में कुछ लाभ नहीं हुआ।
इन्वेस्टमेन्ट, निवेश, पूँजी निवेश, पूँजी-निवेश

The act of investing. Laying out money or capital in an enterprise with the expectation of profit.

investing, investment