ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୀୟୂଷ ଗ୍ରନ୍ଥି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୀୟୂଷ ଗ୍ରନ୍ଥି   ବିଶେଷ୍ୟ

ଅର୍ଥ : ମସ୍ତିଷ୍କର ଆଧାରସହ ସଂଲଗ୍ନ ଯେଉଁ ଅନ୍ତସ୍ରାବୀ ଗ୍ରନ୍ଥୀ କ୍ଷୁଦ୍ର, ମାଟିଆ ରଙ୍ଗର ଓ ଅଣ୍ଡାକାର ହୋଇଥାଏ

ଉଦାହରଣ : ପିଟୁଇଟାରୀ ଗ୍ଲାଣ୍ଡ ଅଗ୍ର ଓ ପଶ୍ଚାତ ଦୁଇଭାଗରେ ବିଭକ୍ତ

ସମକକ୍ଷ : ପିଟୁଇଟାରୀ ଗ୍ଲାଣ୍ଡ

एक अंतःस्रावी ग्रन्थि जो मस्तिष्क के आधार से संलग्न छोटी भूरे रंग की और अण्डाकार होती है।

पीयूष ग्रन्थि अग्र तथा पश्च दो भागों में विभाजित होती है।
पिट्यूटरी ग्लैण्ड, पीयूष, पीयूष ग्रंथि, पीयूष ग्रन्थि

The master gland of the endocrine system. Located at the base of the brain.

hypophysis, pituitary, pituitary body, pituitary gland