ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଡ଼ିଆ   ବିଶେଷ୍ୟ

ଅର୍ଥ : ପାଣିରେ ଭିଜାଯାଇଥିବା ଗାଈ-ମଇଁଷିଙ୍କର ଦାନା

ଉଦାହରଣ : ଗଉଡ଼ ଗାଈକୁ ଚୂନି ଓ ପିଡ଼ିଆ ଦେଉଛି

ସମକକ୍ଷ : ଚୂନି

पानी में भिगोया हुआ गौ-भैंसों का चारा।

ग्वाला गायों को सानी दे रहा हैं।
सानी, सानी-पानी

Mixture of ground animal feeds.

mash

ଅର୍ଥ : ତିଳରୁ ତେଲ ବାହାରି ଗଲାପରେ ବାହାରୁଥିବା ସିଠା

ଉଦାହରଣ : ସେ ମଇଁଷିକୁ ବତୁରା ପିଡ଼ିଆ ଖୁଆଉଛି

तेल निकल जाने पर तिलहन की बची हुई सीठी।

वह भैंस को भीगी खली खिला रहा है।
खरी, खली, पिण्याक, पीना, पीनी

Mass of e.g. linseed or cottonseed or soybean from which the oil has been pressed. Used as food for livestock.

oil cake