ଅର୍ଥ : ଔଷଧ ରୂପରେ ବ୍ୟବହୃତ ହେଉଥିବା ଜଳପିପ୍ପ୍ଳ ଗଛର ଛୁଇଁ
ଉଦାହରଣ :
ଜଳପିପ୍ପଳ ହଜମକାରକ ହୋଇଥାଏ
ସମକକ୍ଷ : ଅଗ୍ନିଝାଲ, ଜଳପିପ୍ପଳୀ, ଜଳପିପ୍ପଳ, ମହାରାଷ୍ଟ୍ରୀ
ଅର୍ଥ : ସ୍ଥିର ଜଳରେ ହେଉଥିବା ଅଶ୍ବତ୍ଥ ଜାତିର ଗୋଟିଏ ବହୁତ ଛୋଟ ଗଛ
ଉଦାହରଣ :
ଜଳପୀପ୍ପଳର ଛୁଇଁକୁ ଔଷଧ ରୂପରେ ବ୍ୟବହାର କରାଯାଏ
ସମକକ୍ଷ : ଜଳ ପୀପ୍ପଳୀ, ଜଳପୀପ୍ପଳ, ମହାରାଷ୍ଟ୍ରୀ, ରକ୍ତାରୀ