ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଣ୍ଡାଳୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଣ୍ଡାଳୁ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ମିଠାକନ୍ଦ

ଉଦାହରଣ : ମାଟିଆଳୁ ଉପରେ ଟାଣଟାଣ ସୂତା ଥାଏ

ସମକକ୍ଷ : ପିଂଡାଳୁ, ମାଟିଆଳୁ

Sweet potato with deep orange flesh that remains moist when baked.

yam

ଅର୍ଥ : ଗୋଟିଏ ପ୍ରକାର ମିଠା କନ୍ଦର ଗଛ

ଉଦାହରଣ : ମାଟିଆଳୁରେ ପୋକ ଲାଗି ଗଲେଣି

ସମକକ୍ଷ : ପିଂଡାଳୁ, ମାଟିଆଳୁ