ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଉସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଉସା   ବିଶେଷ୍ୟ

ଅର୍ଥ : ପିଉସୀଙ୍କ ସ୍ୱାମୀ ବା ବାପାଙ୍କ ଭିଣୋଇ

ଉଦାହରଣ : ମୋ ପିଉସା ଜଣେ ଅଧ୍ୟାପକ

बुआ के पति या पिता के बहनोई।

मेरे फूफा एक अध्यापक हैं।
फूफा

The brother of your father or mother. The husband of your aunt.

uncle

ପିଉସା   ବିଶେଷଣ

ଅର୍ଥ : ପିଉସା ବା ପିଉସୀ ବିଚାରରେ ସମ୍ପର୍କ

ଉଦାହରଣ : ବିମଳାର ପିଉସା ଶ୍ୱଶୁର ଆସିଥିଲେ

ସମକକ୍ଷ : ପିଉସା ଶ୍ୱଶୁର

फूफी या बुआ से सम्बन्धित या फूफी या बुआ का।

विमला के फुफेरे ससुर आये हुए हैं।
फुफिया, फुफीआउत, फुफेरा