ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଳିଧରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଳିଧରିବା   ବିଶେଷ୍ୟ

ଅର୍ଥ : କୁହାଯାଇଥିବା କଥାକୁ ଆଉଥରେ କହିବା ବା ଦୋହରାଇବାର କ୍ରିୟା

ଉଦାହରଣ : କୀର୍ତ୍ତନରେ ପାଳିଧରିବାର ବଡ଼ ମହତ୍ୱ ରହିଛି

ସମକକ୍ଷ : ଅନୁଳାପ, ପୁନରୁକ୍ତି

कही हुई बात को फिर से कहने या दुहराने की क्रिया।

कीर्तन में पुनरुक्ति का बड़ा महत्व है।
अनुलाप, दुरुक्ति, दोहराना, दोहराव, द्विरावृत्ति, पुनरुक्ति

The repeated use of the same word or word pattern as a rhetorical device.

repetition