ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଳଭୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଳଭୂତ   ବିଶେଷ୍ୟ

ଅର୍ଥ : ଭୟ ସୃଷ୍ଟି ପାଇଁ ରଖା ଯାଇଥିବା ବା ଦେଖାଇ ଦିଆଯାଉଥିବା ବସ୍ତୁ

ଉଦାହରଣ : ସହପାଠୀକୁ ଡରାଇବା ନିମନ୍ତେ ସେ ପାଳଭୂତ କଂକାଳର ପ୍ରୟୋଗ କଲା

भ्रम पैदा करने वाली बात या वस्तु।

वह धोखे को देखकर डर गया।
धोखा, बिजूका, बिजूखा

ଅର୍ଥ : ପଶୁ, ପକ୍ଷୀଆଦିଙ୍କୁ ଡରାଇବା ନିମନ୍ତେ ଖେତରେ ଠିଆ କରାଯାଇଥିବା ପିତୁଳା

ଉଦାହରଣ : କୃଷକ ସ୍ଥାନେସ୍ଥାନେ ପାଳଭୂତ ତିଆରି କରିଛି

चिड़ियों, पशुओं आदि को डराने के लिए खेत में खड़ा किया हुआ घास-फूस, चिथड़ों आदि का बना पुतला।

किसान ने खेतों में जगह-जगह कागभगोड़े बना रखे हैं।
अड़वा, उजका, उढ़, कागभगोड़ा, धूहा, बज़ुका, बिजूका, बिजूखा

An effigy in the shape of a man to frighten birds away from seeds.

bird-scarer, scarecrow, scarer, straw man, strawman