ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଲଟାଲୁଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଲଟାଲୁଗା   ବିଶେଷ୍ୟ

ଅର୍ଥ : କୌଣସି ଲୋକଦ୍ୱାରା ପୂର୍ବରୁ ପିନ୍ଧାଯାଇଥିବା ପୋଷାକ ଯାହାର ବ୍ୟବହାର ସେ ଏବେ କରୁନାହିଁ

ଉଦାହରଣ : ଶୀଲା ତା ଶରୀରକୁ ଢାଙ୍କିବାପାଇଁ ତା ଭାଉଜଙ୍କ ପାଲଟାଲୁଗା ପିନ୍ଧୁଛି

ସମକକ୍ଷ : ପିନ୍ଧାଲୁଗା, ବ୍ୟବହୃତ ବସ୍ତ୍ର

किसी के द्वारा पहनकर उतारे हुए वे पुराने कपड़े जिनका उपयोग अब वह न करता हो।

शीला अपना तन ढँकने के लिए अपनी भौजाइयों की उतरनपुतरन पहनती है।
उतरन, उतरनपुतरन, उतारन