ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାର   ବିଶେଷ୍ୟ

ଅର୍ଥ : ଜଳାଶୟର ସାମନା ବା ଅନ୍ୟ ପାଖର ତଟ କିମ୍ବା କୂଳ

ଉଦାହରଣ : ସେ ନଦୀ ପାରରେ ଠିଆହୋଇ ଡଙ୍ଗାକୁ ଅପେକ୍ଷା କରୁଅଛି

ସମକକ୍ଷ : ଅପର ପାର୍ଶ୍ୱରେ

जलाशयों में सामने या दूसरी ओर का तट या किनारा।

नदी के पार पर खड़ा वह नाव का इन्तजार कर रहा है।
पार

ଅର୍ଥ : ସାମନାବାଲା ଅନ୍ୟ ପାର୍ଶ୍ୱ ବା ଅନ୍ୟ ତରଫ

ଉଦାହରଣ : ଆମେ ଅନ୍ଧାର ହେବା ପୂର୍ବରୁ ଜଙ୍ଗଲ ପାର ହୋଇ ଚାଲିଯିବା ଉଚିତ

सामने वाला दूसरा पार्श्व या दूसरी तरफ।

अँधेरा होने से पूर्व हमें जंगल के पार चले जाना चाहिए।
पार