ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାର୍ବତୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାର୍ବତୀୟ   ବିଶେଷଣ

ଅର୍ଥ : ପାହାଡ଼ ସମ୍ବନ୍ଧୀୟ

ଉଦାହରଣ : ସେ ପାହାଡ଼ିଆ ଅଞ୍ଚଳରେ ବାସ କରନ୍ତି

ସମକକ୍ଷ : ପାହାଡ଼ିଆ, ପାହାଡ଼ୀ

पहाड़ संबंधी या पहाड़ का।

वह पहाड़ी क्षेत्र में निवास करता है।
पर्वती, पर्वतीय, पहाड़ी

Having hills and crags.

Hilly terrain.
cragged, craggy, hilly, mountainous

ଅର୍ଥ : ଯିଏ ପର୍ବତ ଉପରେ ବାସକରେ

ଉଦାହରଣ : ଭାରତରେ ଅନେକ ପାହାଡ଼ି ଜନଜାତି ମିଳନ୍ତି

ସମକକ୍ଷ : ପର୍ବତ ବାସୀ, ପର୍ବତୀୟ, ପାହାଡ଼ି

जो पर्वत पर निवास करता हो।

भारत में अनेक पहाड़ी जन जातियाँ पायी जाती हैं।
पर्वत वासी, पर्वत-वासी, पर्वती, पर्वतीय, पहाड़ी

Of or inhabiting mountainous regions.

Montane flowers.
montane

ଅର୍ଥ : ଯାହା ପାହାଡ଼ ଉପରେ ବା ପାହାଡ଼ୀ କ୍ଷେତ୍ରରେ ମିଳେ

ଉଦାହରଣ : ସେ ପାହାଡ଼ୀ ବୃକ୍ଷ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରୁଛି

ସମକକ୍ଷ : ପାହାଡ଼ୀ

पहाड़ पर या पहाड़ी क्षेत्र में पाया जाने वाला होने वाला।

वह पहाड़ी वृक्षों के बारे में जानकारी एकत्र कर रहा है।
पर्वती, पर्वतीय, पहाड़ी, पार्वतेय

Of or inhabiting mountainous regions.

Montane flowers.
montane