ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାର୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାର୍କ   ବିଶେଷ୍ୟ

ଅର୍ଥ : ବିଶେଷକରି କୌଣସି ସ୍ଥାନରେ ବାହାନକୁ ଅସ୍ଥାୟୀ ରୂପେ ଠିଆ କରିବା ବା ରଖିବାର କାମ

ଉଦାହରଣ : ସେ ଗାଡ଼ିକୁ ପାର୍କ କରି ସେଥିରେ ବସିଛି

ସମକକ୍ଷ : ପାର୍କିଙ୍ଗ

किसी वाहन को किसी क्षेत्र में, विशेषकर, वह क्षेत्र जहाँ वाहनों को अस्थाई रूप से खड़ा किया जाता हो, में खड़ा करने की क्रिया।

उसे अभी ठीक से पार्किंग नहीं आती।
पार्किंग

The act of maneuvering a vehicle into a location where it can be left temporarily.

parking

ଅର୍ଥ : ଯେଉଁ ଭୂମିଟି ତାର ପ୍ରାକୃତିକ ରୂପରେ ସାର୍ବଜନିକ ସମ୍ପତ୍ତି ଭାବେ ସୁରକ୍ଷିତ ରଖାଯାଇଛି

ଉଦାହରଣ : ଏହି ରାଷ୍ଟ୍ରୀୟ ଉଦ୍ୟାନରେ ଅସାଧାରଣ ଜଙ୍ଗଲୀ ଜନ୍ତୁ ଦେଖାଯାଇ ପାରନ୍ତି

ସମକକ୍ଷ : ଉଦ୍ୟାନ

भूमि का एक हिस्सा जो अपने प्राकृतिक रूप में सार्वजनिक सम्पत्ति के रूप में सुरक्षित रखा गया हो।

इस राष्ट्रीय उद्यान में विलक्षण जंगली जंतु देखे जा सकते हैं।
उद्यान, पार्क

A large area of land preserved in its natural state as public property.

There are laws that protect the wildlife in this park.
park, parkland

ଅର୍ଥ : ଯେଉଁ ସ୍କଟଲ୍ୟାଣ୍ଡବାସୀ ଆଫ୍ରିକା ଆବିଷ୍କାର କରିଥିଲେ

ଉଦାହରଣ : ମୁଂଗୋ ପାର୍କ ସତରଶହ ଏକସ୍ତରି ମସିହାରେ ଜନ୍ମ ହୋଇଥିଲେ

ସମକକ୍ଷ : ମୁଂଗୋ ପାର୍କ

* एक स्काटलैंडवासी जिन्होंने अफ्रीकी महाद्वीप की खोज की थी।

पार्क का जन्म सत्तरह सौ इकहत्तर में हुआ था।
पार्क, मुंगो पार्क

Scottish explorer in Africa (1771-1806).

mungo park, park