ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାର୍କିଂ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାର୍କିଂ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥିତିରେ ବାହନକୁ ଠିଆ କରିବାପାଇଁ ଗିୟର ବ୍ରେକର କାମ କରେ

ଉଦାହରଣ : ସେ କାରକୁ ପାର୍କିଂ କରି କଥାବାର୍ତ୍ତା କରିବାକୁ ଲାଗିଲା

* गेयर की वह स्थिति जब वह वाहन को खड़ी करने के लिए ब्रेक का काम करे।

उसने कार को पार्क में किया और बात करना शुरु कर दिया।
पार्क

A gear position that acts as a parking brake.

The put the car in park and got out.
park

ଅର୍ଥ : ବାହନକୁ ଠିଆ କରିବାପାଇଁ ବିଶେଷରୂପରେ ନିର୍ଦ୍ଧାରିତ ଅଞ୍ଚଳ

ଉଦାହରଣ : ଦୟାକରି ବାହନଗୁଡ଼ିକ ପାର୍କିଂରେ ଛିଡ଼ାକରନ୍ତୁ

मकान आदि के आस-पास वाहनों को खड़ा करने के लिए विशेष रूप से निर्धारित क्षेत्र।

कृपया वाहनों को वाहन-स्थानक में खड़ा करें।
गाड़ी स्थान, गाड़ी स्थानक, गाड़ी-स्थानक, पार्क, पार्किंग, वाहन स्थल, वाहन स्थान, वाहन स्थानक, वाहन-स्थानक

Space in which vehicles can be parked.

There is plenty of parking behind the store.
parking