ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରାବାଇଗଣୀ ରଶ୍ମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ରଶ୍ମିର ତରଙ୍ଗ-ଦୈର୍ଘ୍ୟ ଆଲୋକ ରଶ୍ମିଠାରୁ ଛୋଟ କିନ୍ତୁ କ୍ଷ ରଶ୍ମିଠାରୁ ବଡ଼

ଉଦାହରଣ : ସୂର୍ଯ୍ୟଙ୍କଠାରୁ ନିର୍ଗତ ପାରାବାଇଗଣୀ ରଶ୍ମି ଶରୀର ଉପରେ ପଡ଼ିଲେ ଚର୍ମ କର୍କଟ ହେବାର ସମ୍ଭାବନା ଅଧିକ

ସମକକ୍ଷ : ଅଲ୍ଟ୍ରାଭୋୟୋଲେଟ ରଶ୍ମି, ପାରାବାଇଗଣୀ

वह किरण जिसका तरंग-दैर्ध्य प्रकाश से छोटा किंतु क्ष किरणों से बड़ा हो।

सूरज से निकलने वाली पराबैंगनी किरणें जब शरीर पर सीधे पड़ती हैं तो त्वचा का कैंसर होने की संभावना अधिक होती है।
परा-बैंगनी किरण, पराबैंगनी किरण, पराबैगनी किरण

Radiation lying in the ultraviolet range. Wave lengths shorter than light but longer than X rays.

ultraviolet, ultraviolet illumination, ultraviolet light, ultraviolet radiation, uv