ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାତିବ୍ରତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାତିବ୍ରତ୍ୟ   ବିଶେଷ୍ୟ

ଅର୍ଥ : ପତ୍ନୀର ନିଜ ସ୍ୱାମୀଙ୍କ ଉପରେ ଅନନ୍ୟ ପ୍ରୀତି ଏବଂ ଭକ୍ତି

ଉଦାହରଣ : ଭାରତୀୟ ସଧବାମାନେ ପାତିବ୍ରତ୍ୟ ପାଳନ କରନ୍ତି

ସମକକ୍ଷ : ପତିବ୍ରତତା, ସତୀତ୍ୱ

पत्नी की अपने पति पर अनन्य प्रीति और भक्ति या पति के प्रति होनेवाली पूर्ण निष्ठा की भावना।

भारतीय सुहागिनें पतिव्रत का पालन करती हैं।
इस्मत, पतिव्रत, पातिव्रत, पातिव्रत्य, सती व्रत, सतीत्व

ଅର୍ଥ : ପତିବ୍ରତା ହେବାର ଭାବ ବା ଅବସ୍ଥା

ଉଦାହରଣ : ସାବିତ୍ରୀ ତାଙ୍କ ପାତିବ୍ରତ୍ୟ କାରଣରୁ ଆଜି ବି ପ୍ରସିଦ୍ଧ

ଅର୍ଥ : ସ୍ତ୍ରୀର ପତିବ୍ରତ

ଉଦାହରଣ : ନିଜ ପାତିବ୍ରତ୍ୟର ରକ୍ଷା ନିଜ ହାତରେ ହିଁ ରହିଛି

स्त्री का पातिव्रत।

अपनी अस्मत की रक्षा अपने हाथ में है।
अस्मत