ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଣିକଖାରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଣିକଖାରୁ   ବିଶେଷ୍ୟ

ଅର୍ଥ : ଯେଉଁ ଲତା‌ରେ କଖାରୁ ଭଳି ଫଳ ଫଳିଛି

ଉଦାହରଣ : ପାଣିକଖାରୁ ଚାଳ ଉପରେ ମାଡ଼ିଛି

Any of a variety of muskmelon vines having fruit with a smooth white rind and white or greenish flesh that does not have a musky smell.

cucumis melo inodorus, honeydew melon, persian melon, winter melon, winter melon vine

ଅର୍ଥ : ଏକ ପ୍ରକାରର ଧଳା କଖାରୁ

ଉଦାହରଣ : ପାଣିକଖାରୁରୁ ବି ଏକ ପ୍ରକାର ମିଠେଇ ତିଆରି କରାଯାଇଥାଏ

The fruit of the winter melon vine. A green melon with pale green to orange flesh that keeps well.

winter melon