ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଚିବା   କ୍ରିୟାପଦ

ଅର୍ଥ : ଫଳ ଆଦି ପୁଷ୍ଟହୋଇ ଖାଇବାଯୋଗ୍ୟ ହେବା

ଉଦାହରଣ : ଟୋକେଇରେ ସବୁ ଆମ୍ବ ପାଚିଯାଇଛି

ସମକକ୍ଷ : ପକ୍ୱ ହେବା

फल आदि का पुष्ट होकर खाने योग्य होना।

टोकरी के सारे आम पके हैं।
पकना, परिपक्व होना

Grow ripe.

The plums ripen in July.
ripen

ଅର୍ଥ : ଫଳକୁ ଭୁସିଆଦିରେ ରଖି ପଚାଇବା

ଉଦାହରଣ : ଭୁସିରେ ରଖାହୋଇଥିବା ଆମ୍ବ ପାଚିଯାଇଛି

ସମକକ୍ଷ : ପକ୍ୱହେବା, ପାକଲାହେବା

फलों का भूसे अदि में दबकर पकना।

भूसे में रखा आम औस गया।
औसना

Grow ripe.

The plums ripen in July.
ripen