ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଗଳଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଗଳଖାନା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପାଗଳମାନଙ୍କ ଚିକିତ୍ସା କରାଯାଏ ଏବଂ ସେମାନଙ୍କୁ ସେଇଠି ରଖାଯାଏ

ଉଦାହରଣ : ଶ୍ୟାମର ମାନସିକ ସନ୍ତୁଳନ ବିଗିଡ଼ିଯିବାରୁ ତାକୁ ପାଗଳଖାନାରେ ଭର୍ତ୍ତି କରାଗଲା

ସମକକ୍ଷ : ପାଗଳଗାରଦ

वह स्थान जहाँ पागलों की चिकित्सा की जाती है,और उन्हें वहीं रखा जाता है।

श्याम का मानसिक संतुलन बिगड़ जाने के कारण उसे पागलखाने में भर्ती कराया गया।
पागलख़ाना, पागलखाना

A hospital for mentally incompetent or unbalanced person.

asylum, insane asylum, institution, mental home, mental hospital, mental institution, psychiatric hospital