ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପସରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପସରା   ବିଶେଷ୍ୟ

ଅର୍ଥ : କାଠ ବା ବାଉଂଶ ଆଦିରେ ତିଆରି ଗୋଟିଏ ପରୁଡ଼ି ଯେଉଁଥିରେ ବଡ଼ପାତ୍ର ରଖି ବସ୍ତୁ ବିକ୍ରୀ ହୁଏ

ଉଦାହରଣ : ଫେରିବାଲା ମୁଣ୍ଡରେ ସାମାନ ଓ ହାତରେ ପସରା ଧରି ସାହିସାହି ଫେରି କଲା

लकड़ी या बाँस आदि का बना एक डमरूनुमा उपकरण जिस पर परात आदि रखकर वस्तुएँ बेंचते हैं।

खोमचावाला सिर पर सामान व हाथ में खोमचा लिए गली-गली में फेरी दे रहा था।
खोमचा

ଅର୍ଥ : ପସରା କାମ

ଉଦାହରଣ : ଶୋହନ ପସରା କାମ କରି ନିଜର ଜୀବିକାନିର୍ବାହ କରୁଛି

ସମକକ୍ଷ : ଉଠା ଦୋକାନ, ପଣ୍ୟସମ୍ଭାର

परचून का काम।

सोहन परचूनी करके अपना जीविकोपार्जन करता है।
परचूनी