ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଳାଶପର୍ଣ୍ଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଳାଶପର୍ଣ୍ଣୀ   ବିଶେଷ୍ୟ

ଅର୍ଥ : ଏକ ବୁଦିବୁଦିକା ଗଛ ଯାହା ଏକରୁ ଚାରିଫୁଟ ଉଚ୍ଚ ହୋଇଥାଏ ଏବଂ ଯାହାର ମୂଳ ଔଷଧ କାମରେ ଲାଗେ

ଉଦାହରଣ : ଅଶ୍ୱଗନ୍ଧାର ଫୁଲ ଛୋଟଛୋଟ, ସାମାନ୍ୟ ଲମ୍ବା, ହଳଦିଆ ଓ ସବୁଜ ମିଶା ରଙ୍ଗର ଚିଲମ୍ ଆକାରରେ ହୋଇଥାଏ

ସମକକ୍ଷ : ଅଶ୍ୱଗନ୍ଧା

एक झाड़ जो एक से चार फुट ऊँचा होता है तथा जिसकी जड़ दवा के काम में आती है।

अश्वगंधा के पुष्प छोटे-छोटे कुछ लंबे, कुछ पीला व हरापन लिए चिलम के आकार के होते हैं।
अवरोहक, अशगंध, अशगन्ध, अश्वगंधा, अश्वगन्धा, असगंध, असगंधा, असगन्ध, असगन्धा, पलाशपर्णी, प्रसूका, बाराहरकर्णी, रक्तगंधा, रक्तगन्धा, वन्या, वराहकर्णी, वराहपत्री, वराही, वातघ्नी, वृषा, श्यामला, हयगंधा, हयगन्धा