ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଲା   ବିଶେଷ୍ୟ

ଅର୍ଥ : କାହା ଆଡ଼କୁ ଢଳି ଯିବାର ପ୍ରକ୍ରିୟା

ଉଦାହରଣ : ଏଥର ଭୋଟର ପଲା କଂଗ୍ରେସ ଆଡକୁ ରହିଛି

किसी ओर प्रवृत्त होने की क्रिया या भाव।

वोटों का रुझान कांग्रेस की ओर है।
झुकाव, प्रवृत्ति, रुझान

An attitude of mind especially one that favors one alternative over others.

He had an inclination to give up too easily.
A tendency to be too strict.
disposition, inclination, tendency

ଅର୍ଥ : ତରାଜୁର ପଲା

ଉଦାହରଣ : ସେ ଓଜନ କରିବାପାଇଁ ତରାଜୁର ଗୋଟିଏ ପଲାରେ ବଟା ଓ ଅନ୍ୟ ପଲାରେ ଜିନିଷ ରଖିଲା

ସମକକ୍ଷ : ତକଡ଼ି

तराज़ू का पल्ला।

उसने वजन करने के लिए तराजू के एक पलड़े पर बाट रखा और दूसरे पर सामग्री।
पलड़ा, पला, पल्ला