ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଲାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଲାଣ   ବିଶେଷ୍ୟ

ଅର୍ଥ : ହାତୀ ପିଠିରେ ବନ୍ଧାହେଉଥିବା ଅଖାଗଦି

ଉଦାହରଣ : ମାହୁନ୍ତ ହାତୀ ପିଠିରେ ପଲାଣ ବାନ୍ଧୁଛି

ସମକକ୍ଷ : ଜିନ, ପର୍ଯ୍ୟାଣ

हाथी की पीठ पर कसने का गद्दा।

फीलवान हाथी की पीठ पर गदला कस रहा है।
गदला

ଅର୍ଥ : ଘୋଡ଼ା, ବଳଦଆଦିଙ୍କ ଉପରେ ବୋଝ ଲଦିବା ଥଳି

ଉଦାହରଣ : ବେପାରୀ ଘୋଡ଼ା ଉପରେ ପଲାଣ ଲଦିଛି

ସମକକ୍ଷ : ପହ୍ଲାଣ

घोड़े, बैल आदि पर सामान लादने का थैला।

व्यापारी ने घोड़े पर खुरजी लादी।
खुरजी, गाछी, परतल

A large bag (or pair of bags) hung over a saddle.

saddlebag

ଅର୍ଥ : ଘୋଡାପିଠିରେ ଜିନର କାଠତଳେ ରଖାଯାଉଥିବା ଗଦି

ଉଦାହରଣ : ଘୋଡାର ପଲାଣ ବାହାରକରି ସଇସ ଘୋଡାକୁ ଘୋଡାଶାଳକୁ ନେଇଗଲା

ସମକକ୍ଷ : ପର୍ଯ୍ୟାଣ

घोड़े की पीठ पर की काठी के नीचे रखी जानेवाली गद्दी।

घोड़े से उठतक उतार कर सईस घोड़े को घुड़साल में ले गया।
उठतक, उड़तक