ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବାହୀ   ବିଶେଷ୍ୟ

ଅର୍ଥ : ଯେଉଁ ବସ୍ତୁ ତା ମାଧ୍ୟମରେ ବିଦ୍ୟୁତ୍,ତାପ ଆଦିକୁ ପ୍ରବାହିତ କରାଏ

ଉଦାହରଣ : ବିଦ୍ୟୁତ୍ ପରିବାହୀ ମଧ୍ୟରେ ତମ୍ବା, ପିତ୍ତଳ,ଲୁହା ଆଦି ଅନ୍ତର୍ଭୁକ୍ତ

ସମକକ୍ଷ : ସଂଚାଳକ

वह वस्तु जो अपने में से होकर विद्युत, ताप आदि को प्रवाहित होने देती है।

विद्युत के चालकों में ताँबा, पीतल, लोहा आदि हैं।
चालक

A substance that readily conducts e.g. electricity and heat.

conductor

ପରିବାହୀ   ବିଶେଷଣ

ଅର୍ଥ : ଯାହାମାଧ୍ୟମରେ କୌଣସି ବସ୍ତୁ ବହେ ବା ପ୍ରବାହିତ ହୁଏ

ଉଦାହରଣ : ତମ୍ବା ବିଦ୍ୟୁତ ପରିବାହୀ

ସମକକ୍ଷ : ସଂଚାଳକ

जिससे कोई वस्तु वहन या प्रवाहित होती हो।

ताँबा विद्युत का चालक है।
चालक