ଅର୍ଥ : ଆକାର, ମାନ, ବିସ୍ତାରଆଦି ବଢ଼ାଇବାର କ୍ରିୟା ବା ଭାବ
ଉଦାହରଣ :
ଗର୍ଭର ପୂରା ପରିବୃଦ୍ଧି ନ ହୋଇଥିଲେ ନବଜାତ ଦୁର୍ବଳ ହେବାର ସଂଭାବନା ରହିଥାଏ
ସମକକ୍ଷ : ପରିବୃଦ୍ଧି
ଅର୍ଥ : ସଂଖ୍ୟା, ଗୁଣ, ତଥ୍ୟଆଦିର ବିଶେଷ ବୃଦ୍ଧି କରିବା ପ୍ରକ୍ରିୟା
ଉଦାହରଣ :
ପୂର୍ବ ଅପେକ୍ଷା ଧାତୁ ତତ୍ତ୍ୱରେ ପରିବର୍ଦ୍ଧନ ହୋଇଛି
ସମକକ୍ଷ : ପରିବୃଦ୍ଧି