ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବର୍ତ୍ତନବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବର୍ତ୍ତନବାଦୀ   ବିଶେଷ୍ୟ

ଅର୍ଥ : ଯେ ସମାଜର କୌଣସି ପ୍ରକାର ପରିବର୍ତ୍ତନର ପକ୍ଷପାତୀ

ଉଦାହରଣ : ପରିବର୍ତ୍ତନବାଦୀ ହିଁ ରାଜନୀତିକ ବା ସାମାଜିକ ପରିବର୍ତ୍ତନଦ୍ୱାରା ସମାଜକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିଥାନ୍ତି

ସମକକ୍ଷ : ପରିବର୍ତ୍ତନବାଦୀ ବ୍ୟକ୍ତି

वह जो समाज में किसी भी प्रकार के परिवर्तन का पक्षपाती हो।

परिवर्तनवादी ही राजनितिक या सामाजिक परिवर्तन कर समाज को एक नई दिशा प्रदान करते हैं।
परिवर्तनवादी, परिवर्तनवादी व्यक्ति

A radical supporter of political or social revolution.

revolutionary, revolutionist, subversive, subverter