ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରବାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରବାଳ   ବିଶେଷ୍ୟ

ଅର୍ଥ : ଆଖି ପତା ଭିତରେ ଥିବା ବାଳ ଯାହା ଦ୍ୱାରା ଆଖିରେ ବହୁତ କଷ୍ଟ ହୋଇଥାଏ

ଉଦାହରଣ : ସେ ତୁଳା ସାହାଯ୍ୟରେ ପରବାଳକୁ ଆଖିରୁ ବାହାର କରିଦେଲା

आँख की वह बिरौनी जिसके आँख में पड़ जाने से बहुत पीड़ा होती है।

उसने फाहे की सहायता से परवाल को आँख से निकाला।
परवाल