ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଦେଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଦେଶୀ   ବିଶେଷ୍ୟ

ଅର୍ଥ : ବିଦେଶର ବାସିନ୍ଦା

ଉଦାହରଣ : ଆମ୍ଭେମାନେ ଆମଦେଶକୁ ଆସୁଥିବା ବିଦେଶୀମାନଙ୍କୁ ସମ୍ମାନ କରିବା ଉଚିତ୍‌

ସମକକ୍ଷ : ବିଦେଶୀ

विदेश या दूसरे देश का निवासी।

हमें अपने देश में आनेवाले विदेशियों का सम्मान करना चाहिए।
परदेशी, परदेसी, पारदेशिक, बिदेसी, विदेशी, विलायती

A person who comes from a foreign country. Someone who does not owe allegiance to your country.

alien, foreigner, noncitizen, outlander

ପରଦେଶୀ   ବିଶେଷଣ

ଅର୍ଥ : ଅନ୍ୟ ଦେଶରେ ରହୁଥିବା ଲୋକ

ଉଦାହରଣ : ପ୍ରତିଦିନ ଭାରତକୁ କେତେକ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି

ସମକକ୍ଷ : ଅନ୍ୟଦେଶୀୟ, ବିଦେଶୀ

जो दूसरे देश का रहनेवाला हो या दूसरे देश में पैदा हुआ हो।

भारत में कई विदेशी पर्यटक प्रतिदिन आते हैं।
अन्यदेशीय, अन्यराष्ट्रीय, ग़ैरमुल्की, गैरमुल्की, देसावरी, परदेशी, परदेसी, बिदेसी, विदेशी, विलायती