ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଜୀବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଜୀବୀ   ବିଶେଷ୍ୟ

ଅର୍ଥ : କିଛି ବିଷେଶ ପ୍ରକାରର ବନସ୍ପତି ବା କୀଟ ପତଙ୍ଗ ଯେ ଅନ୍ୟ ଗଛ କିମ୍ବା ଜୀବ ଜନ୍ତୁଙ୍କ ଶରୀରରେ ରହି ଏବଂ ତାର ରସ ବା ରକ୍ତ ଶୋଷି ବଞ୍ଚନ୍ତି

ଉଦାହରଣ : ଉକୁଣି ଏକ ପ୍ରକାରର ପରଜୀବୀ

कुछ विशेष प्रकार की वनस्पतियाँ या कीड़े-मकोड़े जो दूसरे पेड़ों या जीव-जंतुओं के शरीर पर रहकर और उनका रस या खून चूसकर पलते है।

पिप्सू एक प्रकार का परजीवी है।
परजीवी, पैरासाइट

An animal or plant that lives in or on a host (another animal or plant). It obtains nourishment from the host without benefiting or killing the host.

parasite

ପରଜୀବୀ   ବିଶେଷଣ

ଅର୍ଥ : ଯେ ଅନ୍ୟ ଜୀବ ଉପରେ ନିର୍ଭର କରି ତା ଠାରୁ ନିଜର ଭୋଜନ ପ୍ରାପ୍ତ କରନ୍ତି

ଉଦାହରଣ : ସେଇଟି ଗୋଟିଏ ପରଜୀବୀ ଲତା

जो दूसरे जीव के सहारे रहते या उनसे अपना भोजन प्राप्त करते हों।

अमरबेल एक परजीवी पौधा है।
परजीवी, परपोषी