ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦଯୋଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦଯୋଡ଼ା   ବିଶେଷ୍ୟ

ଅର୍ଥ : କାବ୍ୟରେ ଗୁଣ ରହିତ ଏବଂ କେବଳ ଧ୍ୱନି ମେଳ କରି ସାଧାରଣ କବିତା ରଚନା କାମ

ଉଦାହରଣ : ସେହି କବିଙ୍କର ପଦଯୋଡ଼ା କବିତାକୁ ସମସ୍ତେ ଉପହାସ କରୁଥିଲେ

काव्य के गुणों से रहित और केवल तुक जोड़कर साधारण कविता रचने का काम।

उस कवि की तुकबंदी का सभी उपहास कर रहे थे।
क़ाफ़ियाबंदी, क़ाफ़ियाबन्दी, काफियाबंदी, काफियाबन्दी, तुकबंदी, तुकबन्दी

Correspondence in the sounds of two or more lines (especially final sounds).

rhyme, rime

ଅର୍ଥ : କାବ୍ୟର ଗୁଣ ନଥିବା କଦାକାର ବା ସାଧାରଣ କବିତା

ଉଦାହରଣ : କବିଙ୍କ ପଦଯୋଡ଼ା କବିତା ଶୁଣି ସମସ୍ତେ ହସିବାକୁ ଲାଗିଲେ

भद्दी या साधारण कविता जिसमें काव्य के गुण न हों।

कवि की तुकबंदी सुनकर सभी हँस पड़े।
क़ाफ़ियाबंदी, क़ाफ़ियाबन्दी, काफियाबंदी, काफियाबन्दी, तुकबंदी, तुकबन्दी

Correspondence in the sounds of two or more lines (especially final sounds).

rhyme, rime