ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁନଃ ଭରିବାର କାର୍ଯ୍ୟ
ଉଦାହରଣ : ପ୍ରକୃତିର କ୍ଷତିକୁ କିଏବା ପ୍ରତିପୂରଣ କରିପାରିବ
ସମକକ୍ଷ : ପ୍ରତିପୂରଣ, ଭରଣା
फिर से पूर्ति करने की क्रिया।
ଅର୍ଥ : କୌଣସି ବ୍ୟକ୍ତି ବା ସାହାଯ୍ୟରେ ନିଆଯାଇ ବ୍ୟୟ କରାଯାଇଥିବା ଧନକୁ ଦେଇ ଏହାକୁ ପ୍ରତିପୂରଣ କରିବା
ଉଦାହରଣ : କର୍ମଚାରୀମାନଙ୍କ ବ୍ୟୟର ପ୍ରତିପୂରଣ ଏବେ ବି ହୋଇନାହିଁ
ସମକକ୍ଷ : ପ୍ରତିପୂରଣ
किसी व्यक्ति या मद से लिया हुआ या व्यय किया हुआ धन उसे देकर उसकी पूर्ति करने की क्रिया।
The act of returning money received previously.
ସଂସ୍ଥାପନ କରନ୍ତୁ