ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତଙ୍ଗ   ବିଶେଷ୍ୟ

ଅର୍ଥ : ବର୍ମା,ମଧ୍ୟପ୍ରଦେଶ ତଥା ମାଦ୍ରାସରେ ହେଉଥିବା ଗୋଟିଏ ବୃକ୍ଷ

ଉଦାହରଣ : ବକ୍କମର କାଠ,ଛେଲି ଓ ଫଳରେ ଲାଲ ରଙ୍ଗ ବାହାରିଥାଏ

ସମକକ୍ଷ : ବକ୍କମ

बर्मा, मध्यप्रदेश तथा मद्रास में होने वाला एक वृक्ष।

बक्कम की लकड़ी, छाल और फलों से लाल रंग निकलता है।
पतंग, पत्रंग, पत्राढ्य, बकम, बक़्क़म, बक्कम, रंगकाष्ठ

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ଗୋଟିଏ ପ୍ରକାରର କୀଟ

ଉଦାହରଣ : ସେଠାରେ ପତଙ୍ଗମାନଙ୍କର ଦଳ ବସିଛି

एक प्रकार का कीड़ा।

वहाँ मकोड़ों का झुंड बैठा है।
मकोड़ा

ଅର୍ଥ : ପକ୍ଷୀଥିବା ଏକ ପ୍ରକାରର ପୋକ

ଉଦାହରଣ : କେତେ ପତଙ୍ଗ ଯେ ଦୀପ ନିଆଁରେ ପୋଡ଼ିଗଲେ ତାହାର ହିସାବ ନାହିଁ

एक प्रकार का पंखदार कीट।

पता नहीं कितने पतंगे दीपक की आग में झुलस गये।
उचरंग, पंखी, पतंगम, पतंगा, पतम, पतिंगा, परवाना, पाँखी, पांखी, फतिंगा, भुनगा, वर्षाल, शलभ, शिरि

Typically crepuscular or nocturnal insect having a stout body and feathery or hairlike antennae.

moth