ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଠନାଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଠନାଗାର   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ବସି ପାଠକମାନେ ପୁସ୍ତକ, ପତ୍ରିକା ଆଦି ପଢ଼ନ୍ତି

ଉଦାହରଣ : ଶ୍ୟାମ ଅଧିକାଂଶ ସମୟ ପାଠାଗାରରେ ବିତାଏ

ସମକକ୍ଷ : ପାଠାଗାର

वह स्थान जहाँ बैठकर पाठकगण पुस्तकें, पत्रिकाएँ आदि पढ़ते हैं।

श्याम अपना अधिकतर समय वाचनालय में पुस्तकों के साथ गुजारता है।
वाचनालय

A room set aside for reading.

reading room