ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟ୍ଟିସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟ୍ଟିସ   ବିଶେଷ୍ୟ

ଅର୍ଥ : ଲୁହାରେ ତିଆରି ସେହି ଦୁଇ ଧାର ବିଶିଷ୍ଟ ତରବାରୀ ଯାହାକୁ ବ୍ୟବହାର କରି ଲୋକମାନେ ତରବାରୀ ପ୍ରହାର ଅବା ଚୋଟରୁ ରକ୍ଷାପାଇବା କୌଶଳ ଶିକ୍ଷା କରିଥାନ୍ତି

ଉଦାହରଣ : ସେ ନିଜର ପଟ୍ଟିଶ ନେଇ ଆଖଡା ଗୁରୁଙ୍କ ପାଖକୁ ଗଲା

ସମକକ୍ଷ : ପଟ୍ଟିଶ

लोहे की वह पट्टी जिससे लोग तलवार का वार करना और उससे बचाव करना सीखते हैं।

वह अपना पटा लेकर पटेबाज के पास गया।
पटा