ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟୁମାଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟୁମାଟି   ବିଶେଷ୍ୟ

ଅର୍ଥ : ଜଳଦ୍ୱାରା ବୋହିକରି ଆସିଥିବା ମାଟି

ଉଦାହରଣ : ପଟୁମାଟି ଅତ୍ୟନ୍ତ ଉତ୍ପାଦନକ୍ଷମ

जल द्वारा बहाकर लाई हुई मिट्टी।

जलोढ़ बहुत उपजाऊ होती है।
जलोढ़, जलोढ़ मिट्टी, मलई

A fine-grained fertile soil deposited by water flowing over flood plains or in river beds.

alluvial soil

ଅର୍ଥ : ନଦୀଦ୍ୱାରା‌ ବୋହିଆସିଥିବା ବାଲିମିଶ୍ରିତ ଯେଉଁ ମାଟି ବର୍ଷାପରେ ନଦୀପାଣି ସ୍ତର କମିଗଲେ ତଟରେ ବସିଯାଏ

ଉଦାହରଣ : ଶ୍ରମିକମାନେ ଟ୍ରକରେ ପଟୁମାଟି ଲଦୁଛନ୍ତି

ସମକକ୍ଷ : ଦୋରସାମାଟି

नदी द्वारा लाई गई वह बालू मिश्रित मिट्टी जो बरसात के बाद नदी के पानी का तल कम हो जाने पर तट पर रह जाता है।

मजदूर भाट को ट्रक पर लाद रहे हैं।
बुकार, भाट