ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଛଗୋଡ଼ରେ ଠିଆହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଘୋଡ଼ାର ଆଗ ଦୁଇଗୋଡ଼ ଉଠାଇ ପଛ ଗୋଡ଼ରେ ଠିଆହେବାର କ୍ରିୟା

ଉଦାହରଣ : ଘୋଡ଼ା ପଛଗୋଡ଼ରେ ଠିଆହେବାମାତ୍ରେ ଅସାବଧାନ ଘୋଡ଼ାସବାର ତଳେ ପଡ଼ିଗଲା

ସମକକ୍ଷ : ଅଲଫ

घोड़े की आगे के दोनों पैर उठाकर पिछले पैरों के बल खड़े होने की क्रिया।

घोड़े के अलफ होते ही असावधान घुड़सवार नीचे गिर गया।
अलफ