ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକ୍ଷୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକ୍ଷୀୟ   ବିଶେଷ୍ୟ

ଅର୍ଥ : ଯେ କୌଣସି କଥା ବା କାର୍ଯ୍ୟରେ ପକ୍ଷ ସମର୍ଥନ କରନ୍ତି

ଉଦାହରଣ : ଯେଉଁ ପର୍ଯ୍ୟନ୍ତ ସରକାରରେ ଭ୍ରଷ୍ଟାଚାରୀମାନଙ୍କ ସପକ୍ଷବାଦୀମାନେ ରହିବେ,ସେ ପର୍ଯ୍ୟନ୍ତ ଭ୍ରଷ୍ଟାଚାରର ମୂଳୋତ୍ପାଟନ ଅସମ୍ଭବ

ସମକକ୍ଷ : ସପକ୍ଷବାଦୀ

वह जो किसी बात या कार्य की पैरवी करता हो।

सरकार में जब-तक भ्रष्टाचारियों के पैरवीकार रहेंगे तब-तक भ्रष्टाचार का उन्मूलन असंभव है।
पैरवीकर्ता, पैरवीकार, पैरोकार

A person who pleads for a cause or propounds an idea.

advocate, advocator, exponent, proponent